‘ଗେହଲଟ, ପାଇଲଟଙ୍କ ପାଇଁ କଂଗ୍ରେସ ଯାଇଛି’ | Odisha Reporter
'ତେଲେଙ୍ଗାନାରେ ଆମେ ସରକାର କରିବୁ। ଆମେ ଆମ ଭିତରେ ବାଡ଼ିଆ ବାଡ଼ି ହୋଇ ହାରିଲୁ। ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଝଗଡା ପାଇଁ ରାଜସ୍ଥାନରେ ହାରିଲୁ।' କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ।
Advertisment
‘ଗେହଲଟ, ପାଇଲଟଙ୍କ ପାଇଁ କଂଗ୍ରେସ ଯାଇଛି’ | Odisha Reporter