Advertisment

'ପାଇଲଟ ଓ ଗେହଲଟଙ୍କ ଝଗଡା ପାଇଁ ରାଜସ୍ଥାନରେ ହାରିଲୁ'

'ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଝଗଡା ପାଇଁ ରାଜସ୍ଥାନରେ ହାରିଲୁ'

Advertisment

'ତେଲେଙ୍ଗାନାରେ ଆମେ ସରକାର କରିବୁ। ଆମେ ଆମ ଭିତରେ ବାଡ଼ିଆ ବାଡ଼ି ହୋଇ ହାରିଲୁ। ସଚିନ ପାଇଲଟ ଓ ଅଶୋକ ଗେହଲଟଙ୍କ ଝଗଡା ପାଇଁ ରାଜସ୍ଥାନରେ ହାରିଲୁ।' କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ।

Advertisment
Odisha Congress Sura Routray Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe