Advertisment

‘ସମ୍ମାନ ସହ ନିମନ୍ତ୍ରଣ କରିଥିଲୁ ଆସିଲେନି’

୫ କୋଟିର ଏତେବଡ଼ କାର୍ଯ୍ୟକ୍ରମ, କିନ୍ତୁ ବିଏମ୍‌ସିରୁ କେହି ଆସିଲେନି, ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର ।

author-image
Manoj Swain
ଅଦ୍ୟତନ ହୋଇଛି

ଶବଦାହ ଗୃହ ଉଦଘାଟନ କାର୍ଯ୍ୟକ୍ରମକୁ ବିଏମ୍‌ସି କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କେହି ନ ଆସିବାରୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟାର୍ଗେଟ୍। କହିଲେ, ରାଜ୍ୟ ସରକାରଙ୍କର ଏହା କେଉଁ ପ୍ରକାରର ବିବେକ, ୫ କୋଟିର ଏତେବଡ଼ କାର୍ଯ୍ୟକ୍ରମ, କିନ୍ତୁ ବିଏମ୍‌ସିରୁ କେହି ଆସିଲେନି, ସମସ୍ତେ ଆତ୍ମସମୀକ୍ଷା କରିବା ଦରକାର ।

Advertisment
Odisha Aparajita Sarangi Bmc