Advertisment

'ଭଲ ପାଉଛି ବୋଲି କ'ଣ ପ୍ରିନ୍ସପାଲ ସେକ୍ରେଟାରୀ କରିଦେବି'

ଏବେ ରାଜ୍ୟର ବାବୁ ରାଜକୁ ନେଇ ଚର୍ଚ୍ଚା। ବିଡିଓଠୁ ଆରମ୍ଭ କରି ସବକଲେକ୍ଟର ଯାଏ ଜନତାଙ୍କୁ ଦେଖାଉଛନ୍ତି ନାଲି ଆଖି। ସେପଟେ 5-Tକୁ ନେଇ ବିରୋଧୀ ଦଳ ଗୃହରେ କରୁଛନ୍ତି ହଙ୍ଗାମା। ବର୍ତ୍ତମାନ କେମିତି ଚାଲିଛି ରାଜ୍ୟରେ ଶାସନ ବ୍ୟବସ୍ଥା। ସରକାରୀ ଦଳ ଦ୍ବାରା ପ୍ରଭାବିତ ହେଉଛନ୍ତି କି ବାବୁ ମାନେ? କଣ ରହିଛି ଥର୍ଡ ଫ୍ଲୋରର ରୋଲ। ଏ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଏବଂ କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

author-image
Manoj Swain
ଅଦ୍ୟତନ ହୋଇଛି

Odisha Congress Bijay Patnaik