‘ନବୀନ ଅସ୍ତ ହେଲେ ପୃଥିବୀ ଧ୍ବଂସ’ | Odisha Reporter
'ନବୀନ ପଟ୍ଟନାୟକ ଅସ୍ତ ହୋଇଗଲେ ପୃଥିବୀ ଧ୍ୱଂସ ହୋଇଯିବ' ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁଥିବା ବେଳେ କିଛି ଏଭଳି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଭୟ ମହାରାଜ । ତେବେ ନିକଟରେ ମହାପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା। ପରେ ସମାଲୋଚନାରେ ଶିକାର ହେବା ପରେ ଶ୍ରୀକ୍ଷେତ୍ର ଯାଇ କ୍ଷମା ମାଗିଥିଲେ ଦୈତାରୀ ପଣ୍ଡା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
