Advertisment

‘ନବୀନ ଅସ୍ତ ହେଲେ ପୃଥିବୀ ଧ୍ବଂସ’

ନିକଟରେ ମହାପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା।

Advertisment

'ନବୀନ ପଟ୍ଟନାୟକ ଅସ୍ତ ହୋଇଗଲେ ପୃଥିବୀ ଧ୍ୱଂସ ହୋଇଯିବ' ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁଥିବା ବେଳେ କିଛି ଏଭଳି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଭୟ ମହାରାଜ । ତେବେ ନିକଟରେ ମହାପ୍ରଭୁଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତୁଳନା କରିଥିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା। ପରେ ସମାଲୋଚନାରେ ଶିକାର ହେବା ପରେ ଶ୍ରୀକ୍ଷେତ୍ର ଯାଇ କ୍ଷମା ମାଗିଥିଲେ ଦୈତାରୀ ପଣ୍ଡା। 

Advertisment
Odisha BjD Naveen Patnaik Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe