'ବର୍ତ୍ତମାନ ତ୍ରିସ୍ତରୀୟ ପଞ୍ଚାୟତିରାଜର ସମସ୍ତ କ୍ଷମତା ବି.ଡି.ଓ, ଜିଲ୍ଲାପାଳ କିମ୍ବା ତାଙ୍କ ଉପରେ ଥିବା ତୃତୀୟ ମହଲା ନିୟନ୍ତ୍ରଣ କରୁଛି। ଆମେମାନେ ତିଆରି କରିଥିବା ପଞ୍ଚାୟତିରାଜ ବ୍ୟବସ୍ଥା ବିଫଳ ହୋଇଛି- ବିଜୟ ପଟ୍ଟନାୟକ, କଂଗ୍ରେସ।