‘ 5T ମନ୍ତ୍ରୀ କିଏ’ ? | Odisha Reporter
Advertisment
ବିରୋଧୀ ପଚାରିଲେ ଫାଇବ୍ ଟି ମନ୍ତ୍ରୀ କିଏ? କାହା ପାଖରେ ଉତ୍ତରଦାୟୀ ଏହି ବିଭାଗ? ବିରୋଧୀ ଦଳ ନେତା କହିଲେ ଉତ୍ତର ନ ପାଇବା ଯାଏଁ ଜାରି ରହିବ ପ୍ରଶ୍ନ। ହେଲେ ୫ଟି କଥା ପଡ଼ିଲେ କାହିଁକି ଚିହିଁକି ଉଠିଛି ସରକାରୀ ଦଳ? ୫ଟିକୁ କେତେବେଳେ ଆନ୍ଦୋଳନ ତ କେତେବଳେ ବିଚାରଧାରା କହୁଛି ବିଜେଡି। ଚିନ୍ତାଧାରାର ସଚିବ ଆସିଲା କୁଆଡୁ ପଚାରିଲେ ଜୟନାରାୟଣ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us