‘ବିଜେଡିକୁ କାହିଁକି ବାଧୁଛି’|| Politics Over 5t Meeting At Nabarangapur || Odisha Reporter
୫-ଟି ସଚିବ କେମିତି ସିଏମଓ ହେଲେ? ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ହୋଇପାରନ୍ତି, ମାତ୍ର ସିଏମଓ କେମିତି ହେବେ? ୫-ଟି କହିଲା ମାନେ ଶାସକ ଦଳର ନେତା କେଉଁ ଦିଗକୁ ନେଇଯାଉଛନ୍ତି, ଜାଣି ପାରୁନି ବୋଲି କହିଲେ ବିରୋଧୀ ଦଳ ନେତା। ୫-ଟିର ସବୁ ଜାଗାରେ ଆବଶ୍ୟକତା କଣ? ଜଣେ କହିଲେ ୫-ଟି ଗୋଟେ ବିଚାରଧାରା ଏବଂ ଚିନ୍ତାଧାରା, ତାପରେ ଏବେ କହିଲେଣି ସିଏମଓ। ୫-ଟି ସିଏମଓ କେମିତି ହେଲା? ଗୋଟେ ବିଚାରଧାରା ସିଏମଓ କେମିତି ହେବ? ମୁଖ୍ୟମନ୍ତ୍ରୀଙ୍କର ସଚିବ ସିଏମଓର ଜଣେ କର୍ମଚାରୀ। ହେଲେ ସେହି ବାବୁ ନିଜେ ସିଏମଓ କେମିତି ହେବେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
