‘ଦାଦନ ଖଟୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ସରପଞ୍ଚ’ | Odisha Reporter
କୋଭିଡ ବେଳେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ମିଳିଥିଲା କେବଳ ମୋହରା ପାଇଁ । କେବଳ ରବର ଷ୍ଟାମ୍ପ ସାଜାଇଥିଲେ । କିନ୍ତୁ ସରପଞ୍ଚ ମାନେ ନିଜର କ୍ଷମତା ମାଗୁଛନ୍ତି । ଏମିତିକି ଏବେବି ଅନେକ ସରପଞ୍ଚ ଦାଦନ ଖଟି ଯାଉଛନ୍ତି । ସମ୍ମାନ ପାଇଁ ଏବେ ଦାଦନ ଖଟିପାରୁନଥିବାବେଳେ ଭୋକର ଜ୍ୱାଳାରେ ଛଟପଟ ହେଉଛନ୍ତି । ଅନେକ ସରପଞ୍ଚଙ୍କ ଘରେ ଆଣ୍ଠିଏ ଆଣ୍ଠିଏ ପାଣି ଜମୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ସରପଞ୍ଚ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
