Advertisment

ମୋହନ ସରକାରକୁ ପୂରିଲା ୧୦୦ ଦିନ

ଖୋଲିଲା ଚାରିଦ୍ବାର, ଫିଟିଲା ରତ୍ନଭଣ୍ଡାର। ଗାଁ ଗାଁରେ ସୁଭଦ୍ରା ଯୋଜନାର ଉତ୍ସାହ। ପୁଣି ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ।

author-image
Manoj Swain

୨୪ ବର୍ଷ ସରକାରର ପତନ ଘଟିଲା। ମୋହନ ସରକାରକୁ ୧୦୦ ଦିନ ପୂରିଲା। ଖୋଲିଲା ଚାରିଦ୍ବାର, ଫିଟିଲା ରତ୍ନଭଣ୍ଡାର। ଗାଁ ଗାଁରେ ସୁଭଦ୍ରା ଯୋଜନାର ଉତ୍ସାହ। ପୁଣି ଓଡ଼ିଆ ଅସ୍ମିତା ଆଉ ଓଡିଆ ଭାଷାରେ ସରକାରୀ କାର୍ଯ୍ୟ । ଆଇଟି ସେକ୍ଟରରେ ଉନ୍ନତି। ଧାନର ସହାୟକ ମୂଲ୍ୟକୁ ୩୧ଶହ ଟଙ୍କାକୁ ବୃଦ୍ଧି। ଚାଷୀଙ୍କ ସମସ୍ୟା ପାଇଁ ଆଗରେ ମୋହନ ସରକାର। କାଳିଆ ଯୋଜନା ହେଲା ସିଏମ କିଷାନ ଯୋଜନା । ଏମିତି ୧୦୦ ଦିନରେ ମୋହନ ସରକାରଙ୍କ ୧୦ଟି ବଡ଼ ସଫଳତାକୁ ନେଇ ରାଜ୍ୟରେ ଚର୍ଚ୍ଚା।

Advertisment
Odisha Bjp