ପୁଣି ଭଣ୍ଡେଇ ଦେଲେ କି ? | Odisha Reporter
ପ୍ରକଳ୍ପ ଗୁଡ଼ିକ ଲୋକାର୍ପିତ ହେଲା ସତ। କିନ୍ତୁ, ପ୍ରଶ୍ନ ଉଠୁଛି, ସାଧାରଣ ଜନତା ଓ ଚାଷୀଙ୍କ ଶତପ୍ରତିଶତ ସ୍ବାର୍ଥ ସାଧନ ହୋଇପାରିବ ତ ? ୨୫ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନର ଲକ୍ଷ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାସ୍ତବତା ହେଉଛି, ବିଜେପୁର ଏବଂ ଗାଇସିଲାଟ ବ୍ଲକର ୧୧ଟି ପଞ୍ଚାୟତର ଜମିକୁ ଏବେ ପାଣି ମାଡ଼ିବ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
