Advertisment

ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଦେଲେ କି ସରକାର ?

ବାସ୍ତବତା ହେଉଛି, ବିଜେପୁର ଏବଂ ଗାଇସିଲାଟ ବ୍ଲକର ୧୧ଟି ପଞ୍ଚାୟତର ଜମିକୁ ଏବେ ପାଣି ମାଡ଼ିବ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ।

ଅଦ୍ୟତନ ହୋଇଛି
Advertisment

ପ୍ରକଳ୍ପ ଗୁଡ଼ିକ ଲୋକାର୍ପିତ ହେଲା ସତ। କିନ୍ତୁ, ପ୍ରଶ୍ନ ଉଠୁଛି, ସାଧାରଣ ଜନତା ଓ ଚାଷୀଙ୍କ ଶତପ୍ରତିଶତ ସ୍ବାର୍ଥ ସାଧନ ହୋଇପାରିବ ତ ? ୨୫ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନର ଲକ୍ଷ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାସ୍ତବତା ହେଉଛି, ବିଜେପୁର ଏବଂ ଗାଇସିଲାଟ ବ୍ଲକର ୧୧ଟି ପଞ୍ଚାୟତର ଜମିକୁ ଏବେ ପାଣି ମାଡ଼ିବ ନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Government Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe