11 କାରଣ; ନବୀନ ଓ ହିଞ୍ଜିଳି | Odisha Reporter
ହଠାତ କାହିଁକି ପଶି ଆସିଲା ନବୀନଙ୍କ ବିଧାନସଭା ଆସନ ବଦଳିବା କଥା । କାହିଁକି ଉଠିଲା ନବୀନ ଲଢିବେ ପୁରୀରୁ ବୋଲି। ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏକଦା ଜନତା ଦଳ ପାଇଁ ସବୁଠାରୁ କଠିନ ଆସନ ଥିଲା ହିଞ୍ଜିଳି। ଏବେ 2024 ପୂର୍ବରୁ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଲେ ନବୀନ ପୁରୀରୁ ଲଢିବା କଥା। ଆଉ ତାକୁ ନେଇ ଏବେ ଚର୍ଚ୍ଚା ଜୋର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
