Advertisment

11 କାରଣ; ନବୀନ ଓ ହିଞ୍ଜିଳି

ହଠାତ କାହିଁକି ପଶି ଆସିଲା ନବୀନଙ୍କ ବିଧନସଭା ଆସନ ବଦଳିବା କଥା । କାହିଁକି ଉଠିଲା ନବୀନ ଲଢିବେ ପୁରୀରୁ ବୋଲି। ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।

Advertisment

ହଠାତ କାହିଁକି ପଶି ଆସିଲା ନବୀନଙ୍କ ବିଧାନସଭା ଆସନ ବଦଳିବା କଥା । କାହିଁକି ଉଠିଲା ନବୀନ ଲଢିବେ ପୁରୀରୁ ବୋଲି। ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏକଦା ଜନତା ଦଳ ପାଇଁ ସବୁଠାରୁ କଠିନ ଆସନ ଥିଲା ହିଞ୍ଜିଳି। ଏବେ 2024 ପୂର୍ବରୁ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର କହିଲେ ନବୀନ ପୁରୀରୁ ଲଢିବା କଥା। ଆଉ ତାକୁ ନେଇ ଏବେ ଚର୍ଚ୍ଚା ଜୋର । 

Advertisment
Odisha BjD Naveen Patnaik Ganjam Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe