ଟ୍ରିପଲ ମର୍ଡରର ୧୩ନମ୍ବର ମୁଦାଲା ବିଜେଡିର କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ: ବିଜେପି

ମାହାଙ୍ଗାରେ ଟ୍ରିପଲ ମର୍ଡରରେ ସମ୍ପୃକ୍ତି ଥାଇ ମଧ୍ୟ ପୁଲିସ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କଲାନି ।

Lekhashree PhotoOR

ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର

Jitendra Garnayak
  • Published: Thursday, 02 November 2023
  • Updated: 02 November 2023, 08:15 PM IST

Sports

Latest News

ରାଜ୍ୟରେ ଅପରାଧିକ ସାମ୍ରାଜ୍ୟ ତିଆରି କରିଛି ବିଜେଡି । ହତ୍ୟା ମାମଲାର ୧୩ ନମ୍ବର ମୁଦାଲା ପ୍ରତାପ ଜେନାଙ୍କୁ ବିଜୁ ଜନତା ଦଳ ନିଜର କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ କରିଛି ବୋଲି ବିଜେପି ଅଭିଯୋଗ କରିଛି ।

ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାହାଙ୍ଗାରେ ଟ୍ରିପଲ ମର୍ଡରରେ ସମ୍ପୃକ୍ତି ଥାଇ ମଧ୍ୟ ପୁଲିସ ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଏପର୍ଯ୍ୟନ୍ତ ପ୍ରଶ୍ନ କଲାନି । ବିଜେଡି ରାଜ୍ୟରେ ଅପରାଧିଙ୍କ ସାମ୍ରାଜ୍ୟ ତିଆରି କରିଛି । ‘ବିଜୁ ଜନତା ଦଳ ଅପରାଧୀଙ୍କ ବଳ’ ବୋଲି ପୂର୍ବରୁ ବାରମ୍ବାର ବଜେପି କହିଛି ଓ ଏବେ ବି କହୁଛି । ବିଜେଡି ଯଦି ନିଜ ଦଳର ଅପରାଧିକ ଚରିତ୍ରର ଲୋକଙ୍କୁ ବିଦା ନକରିବ ତାହାଲେ ଓଡ଼ିଶାରେ ବାରମ୍ବାର ଅପରାଧ ଘଟିଚାଲିବ । ଡବଲ ମର୍ଡର ଓ ନିଜ ଫାର୍ମହାଉସ ସାମ୍ନାରେ ପ୍ରଫୁଲ୍ଲ ସ୍ୱାଇଁଙ୍କୁ ହତ୍ୟା ଭଳି ୩ଟି ହତ୍ୟା(ଟ୍ରିପଲ ମର୍ଡର)ରେ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ପ୍ରତାପ ଜେନା ଆଇନମନ୍ତ୍ରୀ ଥିବାବେଳେ ରାଜ୍ୟ ସରକାର ତାଙ୍କୁ ଘଂଟ ଘୋଡାଇ ସୁରକ୍ଷିତ ରଖିବା ସହ ଆଇନରେ ସମ୍ମୁଖୀନ ହେବାକୁ ଦେଲେନାହିଁ ।

Also Read

ଜେଏମ୍‌ଏଫସି କୋର୍ଟ ଅଳ୍ପଦିନ ତଳେ ଶ୍ରୀଜେନାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୩ ନମ୍ବର ମୁଦାଲା ହିସାବରେ ଶ୍ରୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ଦ୍ଦେଶ ଦେଲାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା । ଏପର୍ଯ୍ୟନ୍ତ ପ୍ରତାପ ଜେନା ଜେଏମ୍‌ଏଫସି କୋର୍ଟରେ ହାଜିର ହେଲେ ନାହିଁ । ଶ୍ରୀ ଜେନା ଅପରାଧରେ ସଂପୃକ୍ତ ଥିଲେ ବି ଶାସକ ଦଳର ମୁଖିଆ ତାଙ୍କୁ କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି । ସଭ୍ୟସମାଜରେ ଶ୍ରୀ ଜେନାଙ୍କର ସ୍ଥାନ ନାହିଁ । ଓଡ଼ିଶାବାସୀଙ୍କ ଅଧିକାର, ରାଜନୀତିରେ ସ୍ୱଚ୍ଛତା ଆଣିବା ପାଇଁ ଓଡ଼ିଶାବାସୀ ବାରମ୍ବାର ପ୍ରଶ୍ନ କରୁଛନ୍ତି । କେଉଁ ଆଧାରରେ ତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଗଲା ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ବିଜେଡି ନେତା ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସମୀର ଦାଶ, ବିଜୟ ଶଙ୍କର ଦାସ ଲୋକପ୍ରତିନିଧି ଯେତେଦିନ ପର୍ଯ୍ୟନ୍ତ ଆଇନରେ ସମ୍ମୁଖୀନ ନହୋଇଛନ୍ତି ଓଡ଼ିଶାବାସୀ ଏ ପ୍ରଶ୍ନ ପଚାରି ଚାଲିଥିବେ । ଆଗକୁ ନିର୍ବାଚନ ଆସୁଛି ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ବିଜେପି କହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story