ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ 15 କୋଟି ! | Odisha Reporter
Advertisment
ପାଣ୍ଡିଆନଙ୍କୁ ଲଞ୍ଚ କରିବେ ବୋଲି ପୂର୍ବ ସରକାର ରାଜକୋଷରୁ ଉଡ଼ାଇଥିଲେ ୧୫ କୋଟି ଟଙ୍କା । ବିଶେଷ କାର୍ଯ୍ୟକ୍ରମ ପାଇଁ ତଥ୍ୟଭିତ୍ତି ଆଲେଖ୍ୟ ବା ଆଡଭୋଟରିଆଲ ନାଁରେ ଖର୍ଚ୍ଚ କରିଥିଲେ ଟଙ୍କା। ଚଳିତ ବର୍ଷ ମାର୍ଚ୍ଚ ୧୬ରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେଲା। ତା ସହ ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଗଲା। ଆଉ ତା ପୂର୍ବରୁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ନାଁରେ ଅତିରଞ୍ଜିତ ଖବର ଛାପିବା ପାଇଁ ବିଭିନ୍ନ ଓଡ଼ିଆ ଓ ଇଂରେଜୀ ଖବରକାଗଜକୁ ଗୁପ୍ତରେ କୋଟି କୋଟି ଟଙ୍କା ଢ଼ାଳି ଦିଆଯାଇଥିଲା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us