୩୮୭୯ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ: ୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ

ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ ଓ କେମିକାଲ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

CS Manoj Ahuja PhotoOR

ମୁଖ୍ୟଶାସନ ସଚିବ ମନୋଜ ଆହୁଜା (ଫାଇଲ ଫଟୋ)

Ordigital Desk
  • Published: Friday, 13 June 2025
  • Updated: 13 June 2025, 08:54 PM IST

Sports

Latest News

ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଗତିଶୀଳ କରିବା ନିମନ୍ତେ ରାଜ୍ୟ ସରକାର ଶୁକ୍ରବାର ୩୮୭୮.୮୬କୋଟି ଟଙ୍କାର ୧୭ଟି ନିବେଶ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୧୧ଟି ଜିଲ୍ଲାରେ ପ୍ରାୟ ୧୦୫୮୪ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ପ୍ଲାଷ୍ଟିକ କ୍ଷେତ୍ରରେ ୬ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି ଯେଉଁଥିରେ ଖୋର୍ଦ୍ଧାରେ ୬୫୦.୨୩ କୋଟି ଟଙ୍କା ବ୍ୟୟରେ ରିସାଇକ୍ଲିଂ ଫ୍ଲେକସ୍ ଆଣ୍ଡ ପେଲେଟ୍ ତିଆରି କାରଖାନା ରହିଛି । ଏହାଦ୍ୱାରା ୬୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି ଖୋର୍ଦ୍ଧାରେ MAS India Clothing Private Limited ଟେକ୍ସଟାଇଲ୍ ପ୍ରୋସେସିଂ ମିଲ୍ ପାଇଁ ୮୮୫ କୋଟି ଟଙ୍କା ନିବେଶ କରିବ ଓ ୧୭୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି Bhubaneswar Logipark Private Limited ୨୧୮.୮୦ କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକସ ପାର୍କ ନିର୍ମାଣ କରିବ ଓ ଏଥିରେ ୨୭୦୦ ନୂଆ ନିଯୁକ୍ତିର ସମ୍ଭାବନା ରହିଛି ।

ସେହିପରି, Heraeus Technologies India Private Limited ଖୋର୍ଦ୍ଧାରେ ଏକ ମେଟାଲର୍ଜିକାଲ୍ ସେନ୍ସର୍ ଉତ୍ପାଦନ କେନ୍ଦ୍ର ପାଇଁ ୧୮୮.୪୬ କୋଟି ଟଙ୍କା  ନିବେଶ କରିବ ଓ ୪୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । Addsoft Technologies Private Limited ୧୧୨ କୋଟି ଟଙ୍କା ବ୍ୟୟରେ କଟକରେ ଏକ LED TV ଓ IoT ଯନ୍ତ୍ର ଉତ୍ପାଦନ କେନ୍ଦ୍ର ସ୍ଥାପିତ  କରିବ, ଯାହା ମାଧ୍ୟମରେ ୩୩୦ ଜଣ ନିଯୁକ୍ତିର ସୁଯୋଗ ପାଇବେ ।

ସେହିପରି, Samaleshwari Ferrometals Private Limited ସମ୍ବଲପୁରରେ ଥିବା ସ୍ପଞ୍ଜ ଆଇରନ କାରଖାନାର ସମ୍ପ୍ରସାରଣ ନିମନ୍ତେ ୪୦୦କୋଟି ଟଙ୍କା ନିବେଶ କରିବ ଓ ଏହାଦ୍ୱାରା ଅତିରିକ୍ତ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story