କାଲି ପ୍ରଥମ ପର୍ଯ୍ୟାୟ ଭୋଟ: ମୁତୟନ ହେବେ ୧୭ ହଜାର ପୁଲିସ୍‌

ନିର୍ବାଚନରେ ୧୭ ହଜାର ପୁଲିସ୍‌ ଫୋର୍ସ ମୁତୟନ ହେବେ। ୯ଟି ଜିଲ୍ଲାର ୬୨୮୨ ଲୋକେସନ୍‌ରେ ଥିବା ୭୨୯୮ ପୋଲିଂ ବୁଥରେ ଭୋଟିଂ ହେବ।

DGP

ଡିଜିପି ଅରୁଣ ଷଡ଼ଙ୍ଗୀ

Hemant Lenka
  • Published: Sunday, 12 May 2024
  • Updated: 12 May 2024, 04:36 PM IST

Sports

Latest News

ପରବର୍ତ୍ତୀ ସରକାର ଗଠନ ପାଇଁ ଆସନ୍ତାକାଲି ଓଡ଼ିଶାରେ ପଡ଼ିବ ଭୋଟ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଲୋକମାନେ ମତାଧିକାର ସାବ୍ୟସ୍ତ କରିବେ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳହାଣ୍ଡିବାସୀ କାଲି ଭୋଟ ଦେବେ।

ତେବେ ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ସୁରକ୍ଷାକୁ ନେଇ ଡିଜିପି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ନିର୍ବାଚନରେ ୧୭ ହଜାର ପୁଲିସ୍‌ ଫୋର୍ସ ମୁତୟନ ହେବେ। ୯ଟି ଜିଲ୍ଲାର ୬୨୮୨ ଲୋକେସନ୍‌ରେ ଥିବା ୭୨୯୮ ପୋଲିଂ ବୁଥରେ ଭୋଟିଂ ହେବ।

ଏହା ମଧ୍ୟରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୩୭ଟି ପୋଲିଂ ବୁଥ ରହିଛି। ଆସନ୍ତାକାଲିର ମତଦାନ ପାଇଁ ମୋଟ ୧୭ ହଜାର ପୋଲିସ ଫୋର୍ସ ରହିବେ। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ SAP ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ।

Also Read

୬ ଶହ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍‌ ତଦାରଖ କରିବେ। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍‌ ବୁଲି ରିପୋର୍ଟ ନେବେ। ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଅନ୍ତଃରାଜ୍ୟ ଚେକ୍‌ପୋଷ୍ଟ ତିଆରି କରାଯାଇଛି। ଆନ୍ଧ୍ର ଓ ଛତିଶଗଡ଼କୁ ଲାଗିଥିବା ଏସବୁ ଚେକ୍‌ପୋଷ୍ଟରେ ସିସିଟିଭି ରହିଛି। ୫୦ଟି ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ମଧ୍ୟ ଯାଞ୍ଚ କଡ଼ାକଡ଼ି କରାଯାଉଛି।

ECIଙ୍କ ନିର୍ଦ୍ଦେଶରେ ୨୧୦ଟି ଫ୍ଲାଇଂ ସ୍କ୍ୱାଡ୍‌ ଓ ୧୯୫ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌ କାର୍ଯ୍ୟ କରୁଛନ୍ତି। ଭୋଟ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମ୍‌ରେ EVMକୁ ସୁରକ୍ଷିତ ରଖାଯିବ। EVM ଇନର ସର୍କଲ ଦାୟିତ୍ୱରେ ଅର୍ଦ୍ଧସାମରିକ ଓ ଆଉଟର ସର୍କଲ ଦାୟିତ୍ୱରେ SAP ରହିବେ। ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ ନକ୍ସଲ ପ୍ରଭାବିତ ଜିଲ୍ଲା। ତେଣୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ନୂଆପଡ଼ାର ସୁନାବେଡ଼ାକୁ ୭ଟି ପୋଲିଂ ପାର୍ଟି ହେଲିକପ୍ଟରରେ ଯାଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳ ପାଇଁ ECI ଗୋଟିଏ ହେଲିକପ୍ଟର ଦେଇଛନ୍ତି। ସିଇଓ ମଧ୍ୟ ଏକ ଏୟାର ଆମ୍ଭୁଲାନ୍ସର ବ୍ୟବସ୍ଥା କରିଛନ୍ତି। ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମକୁ ମନିଟର କରିବ ପ୍ୟାଟ୍ରୋଲିଂ ପାର୍ଟି।

ଭୋଟ ହେବାକୁ ଥିବା ୯ ଟି ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୁଲିସ ସହ ଓଡ଼ିଶା ପୁଲିସ ଆଲୋଚନା କରିଛି। ଅତିରିକ୍ତ ଡିଜି ଅପରେସନ ଦେବଦତ୍ତ ସିଂହ ଏ ସବୁକୁ ମନିଟର କରୁଛନ୍ତି ବୋଲି ଡିଜିପି କହିଛନ୍ତି।

ଡିଜିପି ଅରୁଣ ଷଡ଼ଙ୍ଗୀ ଆହୁରି କହିଛନ୍ତି, ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି। ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ୩୯ ହଜାର ପ୍ରୋସିଡିଂ ଜରିଆରେ ୪୭ ହଜାର ଲୋକଙ୍କ ଠାରୁ ବଣ୍ଡ ନିଆଯାଇଛି। ୭ ଜଣଙ୍କୁ NSAରେ ବୁକ କରାଯାଇଛି। ୨୩୯ ଜଣଙ୍କ ଠାରୁ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ୩ ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି।

୪ ଲକ୍ଷ ୫୦ ହଜାର ଲିଟର ମଦ ଜବତ କରାଯାଇଛି। ୨୨ ହଜାର NDPS କେସ ହୋଇଛି। ୭ ହଜାର କ୍ୱିଣ୍ଟାଲ ଗଞ୍ଜେଇ, ସାଢ଼େ ୪ କେଜି ବ୍ରାଉନସୁଗର ଓ ୩୬୫୦ ଲିଟର କଫସିରଫ ଜବତ କରାଯାଇଛି।

SST ପକ୍ଷରୁ ଚେକିଂ ବେଳେ ଗାଡ଼ି ଭିତରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ ହୋଇଛନ୍ତି। ସାରା ରାଜ୍ୟରେ ୧୯ଟି ନିର୍ବାଚନ ସମ୍ବନ୍ଧୀୟ କେସ ରୁଜୁ ହୋଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story