Advertisment

ବିଜେଡିରୁ ଇସ୍ତଫା ଦେଲେ ଗଞ୍ଜାମର ଦୁଇ ପୂର୍ବତନ ବିଧାୟକ

ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣି ଏବଂ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି।

Advertisment

ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ। ଦଳ ଛାଡୁଛନ୍ତି ଜଣେ ପରେ ଜଣେ ବରିଷ୍ଠ ନେତା। ବିଜେଡିରୁ ଇସ୍ତଫା ଦେଲେ ଗଞ୍ଜାମର ଦୁଇ ବରିଷ୍ଠ ପୂର୍ବତନ ବିଧାୟକ। ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବଶଙ୍କର ସାହାଣି ଏବଂ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ ଇସ୍ତଫା ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ପ୍ରତିବାଦରେ ଇସ୍ତଫା ଦେଇଛନ୍ତି। ତେବେ ଏହାକୁ ନେଇ ସେମାନେ କଣ କହିଛନ୍ତି ଶୁଣନ୍ତୁ। 

Advertisment
Ganjam BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe