ଭୁବନେଶ୍ୱର-ମଧ୍ୟ ଆସନରୁ ବିଜେଡି ପ୍ରାର୍ଥୀ କିଏ ? ଝୁଲି ରହିଲା ଅନନ୍ତଙ୍କ ଭାଗ୍ୟ

ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନକୁ ନେଇ ଶାସକ ଦଳରେ ଚାଲିଛି ଛକ୍କା ପଞ୍ଝା।

Manoj Swain
  • Published: Thursday, 04 April 2024
  • Updated: 04 April 2024, 12:20 PM IST

ଭୁବନେଶ୍ବର ଉତ୍ତର ଆସନ ପାଇଁ ପୁଣି ବିଜେଡିରୁ ପ୍ରାର୍ଥୀ ହେଲେ ସୁଶାନ୍ତ । ଏକାମ୍ର ଆସନ ପାଇଁ ପୁଣି ଅଶୋକ ପଣ୍ଡାଙ୍କୁ ପସନ୍ଦ କଲା ଦଳ। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରବଳ ବିରୋଧ ଦେଖି ବିଜେଡି ଘୋଷଣା କରପାରିଲାନି ପ୍ରାର୍ଥୀଙ୍କ ନାଁ । ଝୁଲିକି ରହିଲା ବୁନୁଙ୍କ ଭାଗ୍ୟ, ଏହି ଆସନକୁ ଚାହିଁ ବସିଛନ୍ତି ଅମରେଶ ଓ ରୁଦ୍ର । ଭୁବନେଶ୍ବରରେ ଗୋଷ୍ଠୀ କନ୍ଦଳ ପୂରା ଚରମ ସୀମାରେ, 3 ଥରରେ ବି ପୂରା ହେଲାନି ଆସନ ସଂଖ୍ୟା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos