ବାପୁ ଅଶୋକ ପାର୍, ଝୁଲିଲେ ବୁନୁ, ଚାହିଁଛନ୍ତି ବାୟାଁ, ରୁଦ୍ର | Odisha Reporter
Advertisment
ଭୁବନେଶ୍ବର ଉତ୍ତର ଆସନ ପାଇଁ ପୁଣି ବିଜେଡିରୁ ପ୍ରାର୍ଥୀ ହେଲେ ସୁଶାନ୍ତ । ଏକାମ୍ର ଆସନ ପାଇଁ ପୁଣି ଅଶୋକ ପଣ୍ଡାଙ୍କୁ ପସନ୍ଦ କଲା ଦଳ। ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରବଳ ବିରୋଧ ଦେଖି ବିଜେଡି ଘୋଷଣା କରପାରିଲାନି ପ୍ରାର୍ଥୀଙ୍କ ନାଁ । ଝୁଲିକି ରହିଲା ବୁନୁଙ୍କ ଭାଗ୍ୟ, ଏହି ଆସନକୁ ଚାହିଁ ବସିଛନ୍ତି ଅମରେଶ ଓ ରୁଦ୍ର । ଭୁବନେଶ୍ବରରେ ଗୋଷ୍ଠୀ କନ୍ଦଳ ପୂରା ଚରମ ସୀମାରେ, 3 ଥରରେ ବି ପୂରା ହେଲାନି ଆସନ ସଂଖ୍ୟା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us