ନିର୍ବାଚନ ପରିଚାଳନାରେ ତ୍ରୁଟି; ୨ ପୋଲିଂ ଅଫିସର ସସ୍‌ପେଣ୍ଡ

ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଛି।

Nikunja dhal

ମୁଖ୍ୟ ନିର୍ବାଚନ ଅଧିକାରୀ

Tapaswini Nayak
  • Published: Monday, 13 May 2024
  • Updated: 13 May 2024, 02:28 PM IST

Sports

Latest News

ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ୨ ଜଣ ପୋଲିଂ ଅଫିସରଙ୍କୁ ସସ୍‌ପେଣ୍ଡ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି , କାର୍ଯ୍ୟରେ ଅବହେଳା ପାଇଁ ଦୁଇ ଜଣ ପୋଲିଂ ଅଫିସରଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାର ଏକ ବୁଥରେ ନିୟୋଜିତ ତେଜାଂଶୁ ସାହୁ ଓ ଗଞ୍ଜାମ ଜିଲ୍ଲାରେ ଜଣେ ପୋଲିଂ ଅଧିକାରୀ। ସେହିପରି ଚିକିଟିରେ କିଛି ଘଟଣା ଘଟିଛି। ଏନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛି। ମାତ୍ର ବର୍ତ୍ତମାନ ସେଠାରେ ମତଦାନ ଠିକ୍‌ଠାକ ଜାରି ରହିଛି ବୋଲି  ଶ୍ରୀଯୁକ୍ତ ଧଳ ସୂଚନା ଦେଇଛନ୍ତି। 

Also Read

ରାଜ୍ୟରେ ଦିନ ଗୋଟାଏ ସୁଦ୍ଧା ୩୯.୩୦% ମତଦାନ ହୋଇଛି। ସେହିପରି ୧୧ଟା ସୁଦ୍ଧା ରାଜ୍ୟରେ ୨୩.୨୮% ମତଦାନ ହୋଇଥିଲା। କଳାହାଣ୍ଡି ଲୋକସଭା ୨୫.୦୩% ମତଦାନ ହୋଇଥିବା ବେଳେ ନବରଙ୍ଗପୁର ୨୫.୩୦%,କୋରାପୁଟ ୨୪.୪୩%, ବ୍ରହ୍ମପୁର ୧୮.୯୯% ମତଦାନ ଓ ନୂଆପଡ଼ାରେ ୨୭.୮୮% ଓ ଜୟପୁର ବିଧାନସଭା କ୍ଷେତ୍ରରେ ସର୍ବାଧିକ ୩୨.୨୫% ମତଦାନ ହୋଇଥିଲା। ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story