ବିଜେଡି ବିକ୍ଷୋଭରେ + ୨ ଛାତ୍ରୀ; ପଚାରିବାରୁ କହିଲେ- ଯିବା ପାଇଁ +୩ ମାଡାମ କହିଲେ

ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ବିଜେଡିର ବହୁ ନେତା ସାମିଲ୍‌ ହୋଇଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ।

Student PhotoOR

ଆନ୍ଦୋଳନରେ ସାମିଲ୍‌ ହେଲେ +୨ ଛାତ୍ରୀ

Manoranjan Sial
  • Published: Monday, 06 January 2025
  • Updated: 06 January 2025, 08:59 PM IST

Sports

Latest News

ଦାରଦାମ୍‌ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ରାଜଧାନୀ ଭୁବନେଶ୍ୱରରେ କରିଥିଲା ବିକ୍ଷୋଭ। ଏଥିରେ ସାମିଲ୍‌ ହୋଇଥିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୨ ଛାତ୍ରୀ। ଖାଲି ସାମିଲ୍‌ ହୋଇନଥିଲେ, ୟୁନିଫର୍ମରେ ବିଜେଡି ପତାକା ଧରି ରାଜ୍ୟ ସରକାରଙ୍କ ବିରୋଧରେ ନାରା ଦେଇଥିଲେ। ଆଉ ପଚାରିବାରୁ କହିଥିଲେ, +୩ ମାଡାମ କହିବାରୁ ଆସିଲୁ। ତେବେ ଏଠି ପ୍ରଶ୍ନ ଉଠୁଛି, କିଏ ସେହି ମାଡ଼ାମ ଯିଏ ପାଠ ପଢ଼ା ବନ୍ଦ କରି ଛାତ୍ରୀଙ୍କୁ ବିଜେଡି ଆନ୍ଦୋଳନରେ ସାମିଲ୍‌ ହେବା ପାଇଁ ପଠାଇଥିଲେ?

ରାଜ୍ୟରେ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏଥିରେ ବିଜେଡିର ବହୁ ନେତା ସାମିଲ୍‌ ହୋଇଥିଲେ। ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜୀ ଦେଇଥିଲେ। ବିଜେଡିର ଏହି ବିକ୍ଷୋଭରେ ଅନେକ ଛାତ୍ର ନେତା ମଧ୍ୟ ସାମିଲ୍‌ ହୋଇଥିଲେ। ଏଥିରେ ଅସୁବିଧା କିଛି ନାହିଁ। ତେବେ ପ୍ରଶ୍ନ ଉଠୁଛି, +୨ରେ ପଢ଼ୁଥିବା ଛାତ୍ରୀମାନେ ରାଜନୀତିର ର’ ଅକ୍ଷର ଜାଣିନାହାନ୍ତି। ସେମାନେ ପାଠ ପଢ଼ା ବନ୍ଦ କରି ବିଜେଡି ପତାକା ଧରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ ଦେବା କେତେଦୂର ଯୁକ୍ତିଯୁକ୍ତ। ସବୁଠାରୁ ମଜାଦାର କଥା ହେଉଛି, ଛାତ୍ରୀଙ୍କୁ ଆନ୍ଦୋଳନରେ ସାମିଲ୍‌ ହେବା ନେଇ ପ୍ରଶ୍ନ ହେବାରୁ ସେମାନେ କହିଥିଲେ +୩ ମାଡାମ ଆମକୁ ପଠାଇଲେ

Also Read

ବିଜେଡି ବିକ୍ଷୋଭରେ ସାମିଲ୍‌ ହୋଇଥିବା ଜଣେ +୨ ପ୍ରଥମ ବର୍ଷର ଛାତ୍ରୀ କହିଥିଲେ, +୩ ମାଡାମ ଆମକୁ କଲେଜ ତରୁଫରୁ ଯିବା ପାଇଁ କହିଥିଲେ। ସେଥିପାଇଁ ଆମେ ବିକ୍ଷୋଭରେ ସାମିଲ୍‌ ହୋଇଛୁ। ଆମ ପାଇଁ ବସ୍‌ ହୋଇଥିଲା ବୋଲି ସେ କହିଥିଲେ।

ଆଉ ଜଣେ +୨(କଳା) ପ୍ରଥମ ବର୍ଷର ଛାତ୍ରୀ କହିଥିଲେ, +୩ ଦିଦିମାନେ ଯିବା ପାଇଁ କହିଥିବାରୁ ଆସିଥିଲୁ। ତେଣୁ କଲେଜ ବନ୍ଦ କରି ବିକ୍ଷୋଭରେ ସାମିଲ୍‌ ହୋଇଛୁ। ନବୀନ ପାଇଁ ସବୁକିଛି କରିହେବ ବୋଲି ଛାତ୍ରୀ ଜଣକ କହିଛନ୍ତି।

ଏମିତି ଜଣେ କି ଦୁଇ ଜଣ ନୁହେଁ, ଏକାଧିକ ଛାତ୍ରୀ କହିଥିଲେ। ତେବେ ଏଠି ପ୍ରଶ୍ନ ଉଠିଛି, ଛାତ୍ରୀଙ୍କୁ ବିକ୍ଷୋଭରେ ସାମିଲ୍‌ ହେବା ପାଇଁ ପଠାଇ ଥିବା ସେହି +୩ ମାଡାମ କିଏ? ପାଠ ପଢ଼ା ବନ୍ଦ କରି ସିଏ କ’ଣ ପାଇଁ ଛାତ୍ରୀଙ୍କୁ ପଠାଇଥିଲେ? ବିଜେଡି ବିକ୍ଷୋଭରେ ଭିଡ ଜମାଇବା ପାଇଁ ସିଏ ମଧ୍ୟସ୍ଥି ସାଜିଥିଲେ କି? ଛାତ୍ରୀମାନେ ବିକ୍ଷୋଭରେ ସାମିଲ୍‌ ହେବା ପରେ ଏବେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି।

ସେପଟେ କିନ୍ତୁ ବିକ୍ଷୋଭରେ +୨ ଛାତ୍ରୀ ସାମିଲ୍‌କୁ ସମର୍ଥନ କରିଛନ୍ତି ବିଜେଡିର କୁହାଳିଆ ବିଧାୟକ ଅରୁଣ କୁମାର ସାହୁ। ସେ କହିଛନ୍ତି, ଆଜି ଛାତ୍ରଛାତ୍ରୀ ଭବିଷ୍ୟତ ବୁଡି ଯାଉଛି। ତେଣୁ ସେମାନେ ଆନ୍ଦଳନ କରିବେନି ତ ଆଉ କଣ କରିବେ? ସ୍ୱାଧୀନତା ସଂଗ୍ରାମ ବେଳେ ମହାତ୍ମା ଗାନ୍ଧିଙ୍କ ପରି କେତେ ଛାତ୍ର ନେତା ଆନ୍ଦୋଳନକୁ ଡେଇଁ ପଡ଼ିଥିଲେ ବୋଲି କହିଛନ୍ତି ଅରୁଣ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story