Advertisment

କୋଭିଡ୍ ବେଳେ ୨୦ ହଜାର କୋଟିର ଦୁର୍ନୀତି ହୋଇଛି: ବିଜୟ ପଟ୍ଟନାୟକ

ରାଜ୍ୟରେ ପୂର୍ବ ସରକାରରେ ବହୁ ବଡ଼ ବଡ଼ ଦୁର୍ନୀତି ହୋଇଛି। କେବଳ ହେଲିକପ୍ଟର ତଦନ୍ତରେ ସୀମିତ ନରଖି ସବୁ ଦୁର୍ନୀତି ଉପରୁ ପରଦା ହଟାନ୍ତୁ ରାଜ୍ୟ ସରକାର ବୋଲି ସେ କହିଛନ୍ତି।

Advertisment

ପାଣ୍ଡିଆନଙ୍କ ହେଲିକପ୍ଟର ତଦନ୍ତ ଘଟଣା ଭିତରେ ନିଆଁରେ ଘିଅ ଢାଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ରାଜ୍ୟରେ ପୂର୍ବ ସରକାରରେ ବହୁ ବଡ଼ ବଡ଼ ଦୁର୍ନୀତି ହୋଇଛି। କେବଳ ହେଲିକପ୍ଟର ତଦନ୍ତରେ ସୀମିତ ନରଖି ସବୁ ଦୁର୍ନୀତି ଉପରୁ ପରଦା ହଟାନ୍ତୁ ରାଜ୍ୟ ସରକାର ବୋଲି ସେ କହିଛନ୍ତି।

Advertisment
Congress Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe