Advertisment

ମୁଖ୍ୟମନ୍ତ୍ରୀ ହେବାକୁ ଲାଇନରେ ୨୦ ପ୍ରାର୍ଥୀ

କଂଗ୍ରେସରେ ଦିନକୁ ଦିନ ବଢୁଛି ଅନ୍ତକନ୍ଦଳ? ଦଳର ନୂତନ ପଦାଧିକାରୀ ତାଲିକା ପ୍ରକାଶ ପରେ ଖୋଲାଖୋଲି ଦଳର ସଦସ୍ୟମାନେ ବର୍ଷୁଛନ୍ତି ସଭାପତିଙ୍କ ଉପରେ। ଏପରିକି ଗତ କିଛିଦିନ ତଳେ ଜୟଦେବ ଭବନରେ ଆୟୋଜିତ କଂଗ୍ରେସର ବରିଷ୍ଠ ନେତାଙ୍କର ସଭାରେ ଦଳୀୟ ଅସନ୍ତୋଷ ଦେଖିବାକୁ ମିଳିଥିଲା।

author-image
Manoj Swain

କଂଗ୍ରେସରେ ଦିନକୁ ଦିନ ବଢୁଛି ଅନ୍ତକନ୍ଦଳ? ଦଳର ନୂତନ ପଦାଧିକାରୀ ତାଲିକା ପ୍ରକାଶ ପରେ ଖୋଲାଖୋଲି ଦଳର ସଦସ୍ୟମାନେ ବର୍ଷୁଛନ୍ତି ସଭାପତିଙ୍କ ଉପରେ। ଏପରିକି ଗତ କିଛିଦିନ ତଳେ ଜୟଦେବ ଭବନରେ ଆୟୋଜିତ କଂଗ୍ରେସର ବରିଷ୍ଠ ନେତାଙ୍କର ସଭାରେ ଦଳୀୟ ଅସନ୍ତୋଷ ଦେଖିବାକୁ ମିଳିଥିଲା। କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳ କହିଥିଲେ ଆମର ୯ ବିଧାୟକରେ ୨୦ ମୁଖ୍ୟମନ୍ତ୍ରୀ ଆଶାୟୀ। ସେହିଭଳି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ କଂଗ୍ରେସର ୯ ରୁ ୯ ବିଧାୟକ ବିଜେଡି ଯିବାକୁ ଲାଇନରେ ଅଛନ୍ତି। ତେବେ ଏ ସବୁ ପ୍ରଶ୍ନର ସିଧା ସଳଖ ଉତ୍ତର ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। 

Advertisment
Congress Odisha Politics Sarat Patnaik