ଜିତିଲେ ନବୀନଙ୍କ ସହ ପରିଚୟ କରାଇବେ ପାଣ୍ଡିଆନ | Odisha Reporter
Advertisment
କଟକ ନୂଆ-ଓ କାର୍ଯ୍ୟକ୍ରମରେ ଟାସ୍କ ଦେଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। କହିଲେ, ସର୍ବାଧିକ ବ୍ୟବଧାନରେ ଜିତିଲେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନାଇଦେବି। ଯିଏ ସର୍ବାଧିକ ମାର୍ଜିନରେ ଜିତିବେ, ତାଙ୍କୁ ନବୀନ ନିବାସ ଡାକିବି। ନବୀନ ନିବାସ ଡାକି ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବି। ସେମାନଙ୍କର ଯେଉଁ କାମ ଅଛି ତାକୁ ଜୋରଦାର କରାଯିବ। ସେହିଭଳି ଶ୍ରୀ ପାଣ୍ଡିଆନ ଆହୁରି କହିଛନ୍ତି, ୨୦୧୪ ଓ ୨୦୧୯ରେ କିଏ କେତେ ମାର୍ଜିନରେ ଜିତିଥିଲେ, ଜାଣିଛି। ୨୦୨୪ରେ ରେକର୍ଡ ମାର୍ଜିନରେ ଜିତିବାକୁ ଆଶା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us