Advertisment

କୋରାପୁଟ ବିଜେଡିରେ ହଲଚଲ୍‌

କୋରାପୁଟ ଲୋକସଭା ସହ ୭ଟି ବିଧାନସଭାକୁ ନେଇ ବେଶ ଘମାଘୋଟ ଆଲୋଚନା ହୋଇଛି ନବୀନ ନିବାସରେ।

Advertisment

ଗୋଳିଆ ହେଉଛି କୋରାପୁଟ ବିଜେଡି ଗଣିତ। ୨୦ତାରିଖ ଦିନ କୋରାପୁଟ ଲୋକସଭା ସହ ୭ଟି ବିଧାନସଭାକୁ ନେଇ ବେଶ ଘମାଘୋଟ ଆଲୋଚନା ହୋଇଛି ନବୀନ ନିବାସରେ। ଯେଉଁଥିରେ କୋରାପୁଟ ଲୋକସଭା ଅନ୍ତର୍ଗତ ଦୁଇଟି ଜିଲ୍ଲାର ପର୍ଯ୍ୟବେକ୍ଷକ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ ଏବଂ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ଥିଲେ। ବିଶେଷ କରି କୋରାପୁଟ ଓ ରାୟଗଡା ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଚରମ ସୀମାରେ ପହଞ୍ଚିଛି। ଯାହା ଦ୍ୱାରା କି ଗତ ପୌର ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ରାୟଗଡା ଓ କୋରାପୁଟ ଜିଲ୍ଲାରେ ପ୍ରଭାବ ଦେଖିବାକୁ ମିଳିଥିଲା। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe