Advertisment

ଓଡ଼ିଶାରେ ଗଡ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ବଡ଼ ଯୋଜନା !

ଦିଲ୍ଲୀରେ ହେଉଛି ଓଡ଼ିଶା ଦଖଲ ଷ୍ଟ୍ରାଟେଜି। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ।

Advertisment

ଦିଲ୍ଲୀରେ ହେଉଛି ଓଡ଼ିଶା ଦଖଲ ଷ୍ଟ୍ରାଟେଜି। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଏକାଠି ରଣନୀତି କରିବେ ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ। ଏଥିପାଇଁ ଗତକାଲି ଦିଲ୍ଲୀ ମୁହାଁ ହୋଇଛନ୍ତି ରାଜ୍ୟର ବିଧାୟକ ତଥା ବିଜେପିର ପୂରା MLA ବ୍ରିଗେଡ୍। ସେପଟେ କଂଗ୍ରେସ ଏଥର 9 ରୁ 90 ଆସନ ପାଇଁ ପ୍ଲାନିଂ କରୁଥିବା ବେଳେ ବିଜେପିର ପ୍ଲାନିଂ ରାଜ୍ୟରେ ଏକ ନମ୍ବର ଦଳ ହେବା। 

Advertisment
Odisha Bjp Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe