Advertisment

ବୈଠକ କରି ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି ୨୭ ବିଜେଡି ବିଧାୟକ!

ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି ୨୭ ବିଜେଡି ବିଧାୟକ।

author-image
Jitendra Garnayak

୨୭ ଜଣ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହ ଯୋଗାଯୋଗରେ ଅଛନ୍ତି। ୩ ଦିନ ତଳେ ୨୭ ଜଣ ବିଜେଡି ବିଧାୟକ ଏକାଠି ହୋଇଥିଲେ। ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ଅଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। 

Advertisment
BjD Bjp