ଅଦ୍ୟତନ ହୋଇଛି
ନୂଆ-ଓ: ପାଣ୍ଡିଆନଙ୍କ ପାଇଁ ଦିନକୁ 3 କୋଟି ଖର୍ଚ୍ଚ ! | Odisha Reporter
Advertisment
ଲକ୍ଷ୍ୟ ଥିଲା କଲେଜ ପିଲାଙ୍କ ଦକ୍ଷତାର ବିକାଶ ହେବ। ପିଲାମାନଙ୍କୁ ଡିଜିଟାଲ କୋର୍ସ ବା ଉଚ୍ଚତର ପ୍ରଯୁକ୍ତି ବିଦ୍ୟାରେ ଶିକ୍ଷା ଦିଆଯିବ। ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ 2023 ଅକ୍ଟୋବର 6 ତାରିଖରେ ଗେଜେଟ୍ ନୋଟିଫେକସନ୍ ବାହାରିଥିଲା। ହେଲେ ଭୋଟ ପୂର୍ବରୁ ହଠାତ୍ କାର୍ଯ୍ୟକ୍ରମର ରୂପରେଖ ବଦଳିଗଲା। ଅନେକ କଲେଜରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ହେଲିକପ୍ଟରରେ ପହଁଚିଲେ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେଲା। ପିଲାଙ୍କୁ ଉଦବୋଧନ ଦେଲେ ପାଣ୍ଡିଆନ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us