ଶଙ୍ଖ ଛାଡି ପଦ୍ମ ଧରିଲେ | Odisha Reporter
ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୁରୀ କୃଷ୍ଣପ୍ରସାଦ ବ୍ଲକର ୩ ସମିତି ସଭ୍ୟ। ଶିଆଳ, ସିଆଣ୍ଡି ଏବଂ ବଡ଼ଝରା ସମିତି ସଭ୍ୟ ବିଧିବଦ୍ଧ ଭାବେ ବିଜେପି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରଞ୍ଜନ କୁମାର ସିଂ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଜେପି ନେତ୍ରୀ ଉପାସନା ମହାପାତ୍ର ଏହି ମିଶ୍ରଣ ଉତ୍ସବରେ ସାମିଲ ଥିଲେ। ୨୦୨୪ ନିର୍ବାଚନ ପୂର୍ବରୁ ଏପରି ମିଶ୍ରଣ ପର୍ବ ବିଜେପିକୁ ପୁରୀରେ ଶକ୍ତି ଦେବ ବୋଲି କୁହାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
