Advertisment

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବିଜେଡିର ୩ ସମିତି ସଭ୍ୟ

ଦଳରେ ସେମାନଙ୍କୁ ଅଣଦେଖା ହେବାରୁ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି।

ଅଦ୍ୟତନ ହୋଇଛି
Advertisment

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୁରୀ କୃଷ୍ଣପ୍ରସାଦ ବ୍ଲକର ୩ ସମିତି ସଭ୍ୟ। ଶିଆଳ, ସିଆଣ୍ଡି ଏବଂ ବଡ଼ଝରା ସମିତି ସଭ୍ୟ ବିଧିବଦ୍ଧ ଭାବେ ବିଜେପି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ରଞ୍ଜନ କୁମାର ସିଂ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ବିଜେପି ନେତ୍ରୀ ଉପାସନା ମହାପାତ୍ର ଏହି ମିଶ୍ରଣ ଉତ୍ସବରେ ସାମିଲ ଥିଲେ।  ୨୦୨୪ ନିର୍ବାଚନ ପୂର୍ବରୁ ଏପରି ମିଶ୍ରଣ ପର୍ବ ବିଜେପିକୁ ପୁରୀରେ ଶକ୍ତି ଦେବ ବୋଲି କୁହାଯାଉଛି। 

Advertisment
Odisha Bjp Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe