4 ଘଣ୍ଟାରେ 4 ବଡ଼ ନିଷ୍ପତ୍ତି | Odisha New CM Mohan Charan Manjhi | BJP Govt | Odisha Reporter
Advertisment
ପ୍ରତିଶ୍ରୁତି ମୁତାବିକ ଶପଥ ନେବାର 4 ଘଣ୍ଟା ମଧ୍ୟରେ 4 ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 4 ବଡ଼ ପ୍ରସ୍ତାବକୁ ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । କେଉଁ କେଉଁ ପ୍ରସ୍ତାବ ଉପରେ ମୋହର ବାଜିଛି ସେନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us