Advertisment

ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣାରେ ବିଫଳ ବିଜେଡି ସରକାର: ବିଜେପି

ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଅର୍ଥାତ ପ୍ରାୟ ୧୦ ହଜାର ଦିନ ଶାସନ କଲେଣି । କିନ୍ତୁ ଏବେ ବି ୪୦ ପ୍ରତିଶତ ପରିବାର ପାଖରେ ପିଇବା ପାଣି ପହଞ୍ଚି ପାରୁନାହିଁ ।

Advertisment

ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣାରେ ବିଫଳ ବିଜେଡ଼ି ସରକାର। ଓଡ଼ିଶାବାସୀଙ୍କୁ କାହିଁକି ପାଣି ଯୋଗାଇ ଦିଆଗଲାନି ଏହାର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ। ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଏଭଳି ଢଙ୍ଗରେ ବର୍ଷିଛି ବିଜେପି । ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ ୨୫ ବର୍ଷ ଅର୍ଥାତ ପ୍ରାୟ ୧୦ ହଜାର ଦିନ ଶାସନ କଲେଣି । କିନ୍ତୁ ଏବେ ବି ୪୦ ପ୍ରତିଶତ ପରିବାର ପାଖରେ ପିଇବା ପାଣି ପହଞ୍ଚି ପାରୁନାହିଁ । ତେବେ ଏହାକୁ ନେଇ ବିଜେପି ଉପସଭାପତି ଗୋଲକ ମହାପାତ୍ର ଅଧିକ କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe