ଜୁଲାଇ ୧୬ ତାରିଖରେ ଆସୁଛନ୍ତି ୫-ଟି ସଚିବ। ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି। ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି। ଆଉ ପଡିଆ ପାର୍ଶ୍ୱରେ ଥିବା ବିରାଟ ଚାକୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା। ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା। ଏ ହେଉଛି ରେଢ଼ାଖୋଲ କଦମ୍ବ ପଡ଼ିଆର ଦୃଶ୍ୟ। ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ମୁଣ୍ଡ ଗୁଞ୍ଜନ୍ତି। ସେହି ବୃକ୍ଷକୁ କାଟି ଗଡ଼ ଗଡ଼ କରିଦେଲା ପ୍ରଶାସନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ରାସ୍ତା ମରାମତି କାମକୁ ନେଇ ତାତିଲେ ନଗର ଉନ୍ନୟନ ମନ୍ତ୍ରୀ
ମୟୂରଭଞ୍ଜ ଜିଲ୍ଲା ଏନଏଚ୍-୪୯ ବାଙ୍ଗିରିପୋଷି ଘାଟିରେ ରାସ୍ତା ମରାମତି କାର୍ଯ୍ୟର ଅଗ୍ରଗତି ହେଉନାହିଁ। PDଙ୍କୁ ଗିରଫ କରି ଜେଲ୍ ପଠାଇବାକୁ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।