ପାଣ୍ଡିଆନଙ୍କ ପାଇଁ ୫୦ ବର୍ଷର ବୃକ୍ଷ ବଳି

ଜୁଲାଇ ୧୬ ତାରିଖରେ ଆସୁଛନ୍ତି ୫-ଟି ସଚିବ। ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି। ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି। ଆଉ ପଡିଆ ପାର୍ଶ୍ୱରେ ଥିବା ବିରାଟ ଚାକୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା। ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା। ଏ ହେଉଛି ରେଢ଼ାଖୋଲ କଦମ୍ବ ପଡ଼ିଆର ଦୃଶ୍ୟ। ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ମୁଣ୍ଡ ଗୁଞ୍ଜନ୍ତି। ସେହି ବୃକ୍ଷକୁ କାଟି ଗଡ଼ ଗଡ଼ କରିଦେଲା ପ୍ରଶାସନ।

Debendra Prusty
  • Published: Saturday, 15 July 2023
  • Updated: 15 July 2023, 04:47 PM IST

Sports

Latest News

ଜୁଲାଇ ୧୬ ତାରିଖରେ ଆସୁଛନ୍ତି ୫-ଟି ସଚିବ। ସଚିବ ପାଇଁ ମଞ୍ଚ ବନ୍ଧା ଚାଲିଛି। ପ୍ରଶାସନର ତଦାରଖରେ ପ୍ରସ୍ତୁତି ହେଉଛି। ଆଉ ପଡିଆ ପାର୍ଶ୍ୱରେ ଥିବା ବିରାଟ ଚାକୁଣ୍ଡା ଗଛ ଟେଣ୍ଟରେ ବାଧକ ସାଜୁଥିଲା। ସେଥିପାଇଁ ୫୦ ବର୍ଷ ପୁରୁଣା ଏହି ବିରାଟ ବୃକ୍ଷକୁ ପ୍ରଶାସନ ମାରି ଶୁଆଇଦେଲା। ଏ ହେଉଛି ରେଢ଼ାଖୋଲ କଦମ୍ବ ପଡ଼ିଆର ଦୃଶ୍ୟ। ଯେଉଁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଶହ ଶହ ପଶୁ-ପକ୍ଷୀଙ୍କ ସମେତ ମଣିଷ ମୁଣ୍ଡ ଗୁଞ୍ଜନ୍ତି। ସେହି ବୃକ୍ଷକୁ କାଟି ଗଡ଼ ଗଡ଼ କରିଦେଲା ପ୍ରଶାସନ।   

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos