Advertisment

5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟରେ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୁଲିସ।

Advertisment

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ । ଉମରକୋଟରେ ହେଲିକପ୍ଟର ଯାଞ୍ଚ କଲେ ମାଜିଷ୍ଟ୍ରେଟ ଓ ପୁଲିସ। ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ବେଳେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ। ହେଲିକପ୍ଟର ଯାଞ୍ଚ ନେଇ ଫ୍ଲାଇଂ ସ୍କ୍ୱାର୍ଡ ମୁଖ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ପ୍ରାୟ ୨୦/୨୫ ମିନିଟ ହେଲିକପ୍ଟର ଯାଞ୍ଚ ହେଲା, କିନ୍ତୁ ହେଲିକପ୍ଟରରୁ କିଛି ମିଳିଲାନି ବୋଲି ସୂଚନା ଦେଇଛନ୍ତି।

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe