Advertisment

ବନ୍ଦ ହେଲା 5ଟି !

ବହୁତ ହୋଇଗଲା 5ଟି ନାଁରେ ପ୍ରହସନ। ଏବେ ଆଉ ଚାଲିବନି ଏହି ରାଜ। ପୂର୍ବରୁ ବିରୋଧରେ ଥିବା ବେଳେ ବାରମ୍ବାର 5ଟିକୁ ଟାର୍ଗେଟ କରି ଆସୁଥିବା ନିଜେ ମୋହନ ମାଝି ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ। ଶପଥ ଗ୍ରହଣ ପରଦିନ ରାଜ୍ୟ ଅତିଥି ଭବନରୁ କାମ ଆରମ୍ଭ କରିବା ସହ 5ଟି ଉପରେ ଚୋଟ ମାରିଛନ୍ତି।

Mohan Majhi Bjp 5T Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe