‘5-T = 7-D’ | Estranged BJD MLA renames 5T as 7D | Odisha Reporter
Advertisment
୫-ଟି ୭-ଡି ହୋଇଗଲାଣି। ଗୋଟିଏ ହେଲା ଦାଦନ। ଲକ୍ଷ ଲକ୍ଷ ଲୋକେ ଗଞ୍ଜାମରୁ ଯାଇ ବାହାରେ ଦାଦନ ଖଟୁଛନ୍ତି। ଦ୍ୱିତୀୟରେ ଦୁର୍ନୀତି। ଚାରିଆଡେ ଦୁର୍ନୀତି ହେଉଛି ବୋଲି କହିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଶୁଣନ୍ତୁ ଏନେଇ ଆଉ କଣ କହିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us