ବଲାଙ୍ଗିରରେ 5T ପଲିଟିକ୍ସ | Odisha Reporter
ଭଲକରି ଦେଖନ୍ତୁ ସୋଶାଲ ମିଡିଆରେ ବୁଲୁଥିବା ଏ ଫଟୋକୁ । ବଲାଙ୍ଗୀର ଗସ୍ତରେ ଆସିଥିଲେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏବେ ଦେଖନ୍ତୁ ଜିଲ୍ଳାର ସମସ୍ତ ବିଧାୟକ ଓ ବରଷ୍ଠ ନେତାଙ୍କ ବୈଠକ ହୋଇଥିଲା । ମିଲିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ସର୍କିଟ ହାଉସ ଠାରେ, ଆସନ୍ତା ୫ ଓ ୬ ତାରିଖରେ 5T ସଚିବଙ୍କ ଗସ୍ତକୁ ସଫଳ କରବା ପାଇଁ ନେତା, ବିଧାୟକ ଓ ଦଳୀୟ ସଂପାଦକଙ୍କ ଉପସ୍ଥିତିରେ ଜୋରସୋର ଆଲୋଚନା କରିଥିଲେ । କିଏ..କୋଉ ଦାୟିତ୍ୱ ନେବ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
