ବଲାଙ୍ଗୀରେ 5T ପଲିଟିକ୍ସ

  • Published: Sunday, 30 July 2023
  • , Updated: 30 July 2023, 05:04 PM IST

ଭଲକରି ଦେଖନ୍ତୁ ସୋଶାଲ ମିଡିଆରେ ବୁଲୁଥିବା ଏ ଫଟୋକୁ । ବଲାଙ୍ଗୀର ଗସ୍ତରେ ଆସିଥିଲେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଏବେ ଦେଖନ୍ତୁ ଜିଲ୍ଳାର ସମସ୍ତ ବିଧାୟକ ଓ ବରଷ୍ଠ ନେତାଙ୍କ ବୈଠକ ହୋଇଥିଲା । ମିଲିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ସର୍କିଟ ହାଉସ ଠାରେ, ଆସନ୍ତା ୫ ଓ ୬ ତାରିଖରେ 5T ସଚିବଙ୍କ ଗସ୍ତକୁ ସଫଳ କରବା ପାଇଁ ନେତା, ବିଧାୟକ ଓ ଦଳୀୟ ସଂପାଦକଙ୍କ ଉପସ୍ଥିତିରେ ଜୋରସୋର ଆଲୋଚନା କରିଥିଲେ । କିଏ..କୋଉ ଦାୟିତ୍ୱ ନେବ ।

Related story