Advertisment

ଥିଲେ ଆପରେ ଆଜି କ’ଣ ହୋଇଗଲେ ସାଫ୍

ଶଙ୍ଖ ଆପରେ ସ୍ଥାନ ପାଇଥିଲେ ଫାଇବ ଟି ସଚିବ ପାଣ୍ଡିଆନ। ସରକାରୀ ଚାକିରୀରେ ରହି ବିଜେଡି ଆପରେ ପାଣ୍ଡିଆନଙ୍କ ଜୟ ଜୟକାର, ହେଲେ ଆଜି ଶଙ୍ଖ ଆପରେ ଆଉ ନାହିଁ ପାଣ୍ଡିଆନଙ୍କ ଫଟୋ ।

Advertisment

ଶଙ୍ଖ ଆପରେ ସ୍ଥାନ ପାଇଥିଲେ ଫାଇବ ଟି ସଚିବ ପାଣ୍ଡିଆନ। ଆପରେ ପାଣ୍ଡିଆନଙ୍କ ହୋଇଥିଲା ଗୁଣଗାନ, ନନଷ୍ଟପ୍ ୧୪ ଘଣ୍ଟା ବିକାଶର ସମୀକ୍ଷା । ସରକାରୀ ଚାକିରୀରେ ରହି ବିଜେଡି ଆପରେ ପାଣ୍ଡିଆନଙ୍କ ଜୟ ଜୟକାର, ହେଲେ ଆଜି ଶଙ୍ଖ ଆପରେ ଆଉ ନାହିଁ ପାଣ୍ଡିଆନଙ୍କ ଫଟୋ । ଏହି ଆପରେ ଦଳର ଅନ୍ୟ କୌଣସି ନେତାଙ୍କ ଫଟୋ ମଧ୍ୟ ନାହିଁ, କେବଳ ନବୀନଙ୍କ ହିଁ ଏକ ମାତ୍ର ଗୁଣଗାନ ଏବଂ ସରକାରଙ୍କ ସଫଳତା ।

Advertisment
Vk Pandian BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe