ହୁ ଆର ୟୁ ପାଣ୍ଡିଆନ ?| Odisha Reporter
5-T ସଚିବ ଯୁଆଡେ ଯାଉଛନ୍ତି ବିରୋଧୀ ସିଆଡେ ବିରୋଧ କରୁଛନ୍ତି । ପୁଣିଥରେ ପିପିଲି ଗସ୍ତ ବେଳେ ଭି.କେ ପାଣ୍ଡିଆନଙ୍କୁ ବିରୋଧ କରିବା ସହ କଡା ସମାଲୋଚନା କଲା କଂଗ୍ରେସ । ଏପରିକି କଂଗ୍ରେସ ନେତାଙ୍କ ମୁହଁରେ ଶୁଣିବାକୁ ମିଳିଳା ହୁ ଆର ୟୁ ପାଣ୍ଡିଆନ । ପିପିଲି ପଦା ପଡ଼ିଆରେ ହୋଇଥିଲା ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମ । ଏହି ସମୟରେ ବିକାଶର ବାର୍ତ୍ତା ବାଣ୍ଟିଲେ ପାଣ୍ଡିଆନ । ଲୋକଙ୍କ ସହିତ ମିଶିଲେ ଓ ସରକାରଙ୍କ ଜନହିତକାରୀ ଯୋଜନାର ଗୁଣଗାନ କଲେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
