ମହାପୁରୁଷ ବନାମ 5ଟି ସଚିବ | Odisha Reporter
ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ଥରେ ପାଣ୍ଡିଆନଙ୍କ ପୋଷ୍ଟର। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ 5T ସଚିବଙ୍କ ପୋଷ୍ଟର । ବିରୋଧ କରି ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ଲଗାଇଲା ଏବିଭିପି । 5T ସଚିବଙ୍କ ପୋଷ୍ଟର ନିକଟରେ ମହାପୁରୁଷଙ୍କ ପୋଷ୍ଟର ମାରିଲା ABVP ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
