ତୁଣ୍ଡରେ ପଶୁନି ପାଣ୍ଡିଆନଙ୍କ ନାଁ

5T ସଚିବଙ୍କ ଗସ୍ତ ପୂର୍ବରୁ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ପୁଣି ସ୍ଥାନୀୟ ପୁଲିସ - ପ୍ରଶାସନଠୁ ଆରମ୍ଭ କରି ମିଶନ ଶକ୍ତିର ମହିଳାଙ୍କୁ ମଧ୍ୟ ଜଣାଇ ଦିଆଯାଉଛି ।

Manoj Swain
  • Published: Saturday, 12 August 2023
  • Updated: 12 August 2023, 12:15 PM IST

5T ସଚିବଙ୍କ ଗସ୍ତ ପୂର୍ବରୁ ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ପୁଣି ସ୍ଥାନୀୟ ପୁଲିସ - ପ୍ରଶାସନଠୁ ଆରମ୍ଭ କରି ମିଶନ ଶକ୍ତିର ମହିଳାଙ୍କୁ ମଧ୍ୟ ଜଣାଇ ଦିଆଯାଉଛି । ଜଣେ ମାଆଙ୍କ କହିବା ଅନୁସାରେ, ଏ ନେଇ ପୂର୍ବରୁ ମଧ୍ୟ ମିଶନଶକ୍ତିର ପ୍ରେସିଡେଣ୍ଟ ଏବଂ ସେକ୍ରେଟାରୀଙ୍କୁ ମଧ୍ୟ ସୂଚନା ଦିଆଯାଉଛି । ବିଶାଳ କାର୍ଯ୍ୟକ୍ରମ ସହ ଖାଦ୍ୟପେୟର ମଧ୍ୟ ବନ୍ଦୋବସ୍ତ କରାଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos