କିଏ ଜଣେ ଲେଖିଛନ୍ତି , 'ନେତା ହିନିମାନ, ଷଣ୍ଢ ପାଣ୍ଡିଆନ'

5T ସଚିବ ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ଜୋରଦାର ପ୍ରତିବାଦ । ରାସ୍ତାକଡ଼ ଡିଭାଇଡରରେ କଣ ଲେଖା ଅଛି ନଜର ପକାନ୍ତୁ । ପୁଣି ଏକ ଆଜବେଷ୍ଟସ ଘର କାନ୍ଥରେ କଣ ଲେଖା ଅଛି ଦେଖନ୍ତୁ। ରାସ୍ତାକଡ଼ ଦୋକାନ କାନ୍ଥରେ ବି କଳା ରଙ୍ଗରେ ଲେଖା ଅଛି।

Manoj Swain
  • Published: Friday, 25 August 2023
  • Updated: 25 August 2023, 11:50 AM IST

Sports

Latest News

5T ସଚିବ ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ଜୋରଦାର ପ୍ରତିବାଦ । ରାସ୍ତାକଡ଼ ଡିଭାଇଡରରେ କଣ ଲେଖା ଅଛି ନଜର ପକାନ୍ତୁ । ପୁଣି ଏକ ଆଜବେଷ୍ଟସ ଘର କାନ୍ଥରେ କଣ ଲେଖା ଅଛି ଦେଖନ୍ତୁ । ରାସ୍ତାକଡ଼ ଦୋକାନ କାନ୍ଥରେ ବି କଳା ରଙ୍ଗରେ ଲେଖା ଅଛି । ରାସ୍ତାର ଅନ୍ୟ ଏକ ଡିଭାଇଡରରେ ପୁଣି କିଏ କଣ ଲେଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos