ଅଦ୍ୟତନ ହୋଇଛି
କିଏ ଜଣେ ଲେଖିଛନ୍ତି , \'ନେତା ହିନିମାନ, ଷଣ୍ଡ ପାଣ୍ଡିଆନ\' | V.K Pandian Will Visit Ganjam । Odisha Reporter
Advertisment
5T ସଚିବ ଭି.କେ. ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ପୂର୍ବରୁ ଜୋରଦାର ପ୍ରତିବାଦ । ରାସ୍ତାକଡ଼ ଡିଭାଇଡରରେ କଣ ଲେଖା ଅଛି ନଜର ପକାନ୍ତୁ । ପୁଣି ଏକ ଆଜବେଷ୍ଟସ ଘର କାନ୍ଥରେ କଣ ଲେଖା ଅଛି ଦେଖନ୍ତୁ । ରାସ୍ତାକଡ଼ ଦୋକାନ କାନ୍ଥରେ ବି କଳା ରଙ୍ଗରେ ଲେଖା ଅଛି । ରାସ୍ତାର ଅନ୍ୟ ଏକ ଡିଭାଇଡରରେ ପୁଣି କିଏ କଣ ଲେଖିଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us