ମିଶନଶକ୍ତି ନାଁରେ ମିଛ କହି ଡାକିଦେଲେ ସଭାକୁ

ଏହା ହେଉଛି 5-T ସଚିବ ଭିକେ ପାଣ୍ଡିଆନଙ୍କ ସଭା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାଙ୍କୁ ଏଠାକୁ ମିଶନ ଶକ୍ତିର ମିଟିଂ ନାରେ ମିଛ କଥା କହି ଆଣାଯାଇଥିବା ସେ କହିଛନ୍ତି । ଏପରିକି ନବୀନ ବାବୁ ତାଙ୍କ ଚେଲାକୁ ପଠାଇଥିବା ମଧ୍ୟ କହୁଛନ୍ତି ଏହି ମାଆ ମାନେ ।

Manoj Swain
  • Published: Friday, 21 July 2023
  • Updated: 21 July 2023, 12:41 PM IST

Sports

Latest News

ଏହା କେଉଁ ସଭା ହେଉଛି ମହିଳାଙ୍କୁ ବୁଝା ପଡ଼ୁନି । ମିଶନ ଶକ୍ତି ମିଟିଂ ଭଳି କିଛି ଆଲୋଚନା ହେଉନି । ଫଳରେ ଏଠାରେ କଣ ଚାଲିଛି କିଏ ଆସିଛି ତାକୁ ନେଇ ଦ୍ୱନ୍ଦରେ ଅଛନ୍ତି ମିଶନ ଶକ୍ତିର କିଛି ମାଆ ମାନେ । ହେଲେ ଏହା ହେଉଛି 5-T ସଚିବ ଭିକେ ପାଣ୍ଡିଆନଙ୍କ ସଭା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାଙ୍କୁ ଏଠାକୁ ମିଶନ ଶକ୍ତିର ମିଟିଂ ନାରେ ମିଛ କଥା କହି ଆଣାଯାଇଥିବା ସେ କହିଛନ୍ତି । ଏପରିକି ନବୀନ ବାବୁ ତାଙ୍କ ଚେଲାକୁ ପଠାଇଥିବା ମଧ୍ୟ କହୁଛନ୍ତି ମାଆ ମାନେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos