ମିଶନଶକ୍ତି ନାଁରେ ମିଛ କହି ଡାକିଦେଲେ ସଭାକୁ | Odisha Reporter
Advertisment
ଏହା କେଉଁ ସଭା ହେଉଛି ମହିଳାଙ୍କୁ ବୁଝା ପଡ଼ୁନି । ମିଶନ ଶକ୍ତି ମିଟିଂ ଭଳି କିଛି ଆଲୋଚନା ହେଉନି । ଫଳରେ ଏଠାରେ କଣ ଚାଲିଛି କିଏ ଆସିଛି ତାକୁ ନେଇ ଦ୍ୱନ୍ଦରେ ଅଛନ୍ତି ମିଶନ ଶକ୍ତିର କିଛି ମାଆ ମାନେ । ହେଲେ ଏହା ହେଉଛି 5-T ସଚିବ ଭିକେ ପାଣ୍ଡିଆନଙ୍କ ସଭା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାଙ୍କୁ ଏଠାକୁ ମିଶନ ଶକ୍ତିର ମିଟିଂ ନାରେ ମିଛ କଥା କହି ଆଣାଯାଇଥିବା ସେ କହିଛନ୍ତି । ଏପରିକି ନବୀନ ବାବୁ ତାଙ୍କ ଚେଲାକୁ ପଠାଇଥିବା ମଧ୍ୟ କହୁଛନ୍ତି ମାଆ ମାନେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us