Advertisment

ପାଣ୍ଡିଆନଙ୍କ ସଭାସ୍ଥଳରେ ଉଡ଼ିଲା ଚେୟାର

ସଭାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳା ଓ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଥିଲା। ୫ଟି ସଚିବ ଭି.କେ ପାଣ୍ଡିଆନ୍‌ ସଭା ସ୍ଥଳରେ ପହଞ୍ଚି ପ୍ରଥମେ ଉଦ୍‌ବୋଧନ ଦେଇଥିଲେ।

author-image
Manoj Swain
ଅଦ୍ୟତନ ହୋଇଛି

5T ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମ୍ୱଲପୁର ସଭାରେ ଉଡ଼ିଲା ଚେୟାର ! ସଭା ସରିବା ପରେ ଛାତ୍ରଛାତ୍ରୀ ଚେୟାର ଫିଙ୍ଗାଫିଙ୍ଗି ଓ ମୁଥ ମରାମରି ହେଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛି। ତେବେ ଏହି ଗଣ୍ଡଗୋଳ କ’ଣ ପାଇଁ ହେଲା, ତାହା ଜଣାପଡ଼ିନଥିଲେ ମଧ୍ୟ ଅଚାନକ ଇଣ୍ଟରନାଲ୍‌ ପରୀକ୍ଷା ବାତିଲ ଯୋଗୁ ସଭାରେ ଏପରି ବିଶୃଙ୍ଖଳା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି।

Advertisment
Vk Pandian Odisha